ମାଇଛେଳି ଗ୍ରାମପଞ୍ଚାୟତ ଠାରେ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ।

 *


ଆଜି ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଇଛେଳି ଗ୍ରାମପଞ୍ଚାୟତ ଠାରେ ଜାତୀୟ ସ୍ବାସ୍ଥ୍ୟ ମିଶନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ରାରା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ଏହି ସିବିରକୁ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ସ୍ୱାଗତିକା ପ୍ରିୟଦର୍ଶିନୀ ପ୍ରଧାନ ଉଦଘାଟନ କରିଥିଲେ ଏବଂ ଏହି ସିବିରରେ ମହିପୁର CHC ରୁ ଡକ୍ଟର ଚିରଞ୍ଜିବି ବେହେରା, ଡକ୍ଟର ବାପୁନ୍ ବାରିକ,ବାହାଡ ଝୋଲା PSM ରିତେଶ ବଳାଆର ସିଙ୍ଗ, ନୂଆଗାଁ ର LHV ପ୍ରମିଳା କର ମାଇଛେଳିର CHO ମଧୁସ୍ମିତା ଜେନା,NM ଦିଦି ସୁଲୋଚନା ଶାହୁ ଓ ସମସ୍ତ ଜନ ଆରୋଗ୍ୟ ସମିତି ର ମେମ୍ବର ଉପସ୍ଥିତ ଥିଲେ। ଏହି ସିବିର ରେ ମାଇଛେଳି ଗ୍ରାମପଞ୍ଚାୟତ ର 15 ଟା ଜାକ ଓ୍ବାଡ ରୁ ପ୍ରାୟ 250 ରୁ 270 ଲୋକ ମାନଙ୍କର ଚିକିତ୍ସା କରିବା ସହିତ ମାଗଣାରେ ମେଡିସିନ ମଧ୍ୟ୍ୟ ପ୍ରଦାନ କରା ଜାଇଥିଲା।



Post a Comment

0 Comments