ରାଷ୍ଟ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ତିରୁପତି (ଆନ୍ଦ୍ରପ୍ରଦେଶ) ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଓ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀ ର ଅବସରପ୍ରାପ୍ତ ଡକ୍ଟର ନୃସିଂହ ଚରଣ ସାହୁ ଙ୍କ ଦାସିଆ ଅଜା ପାଠାଗାର ସଂଗ୍ରହାଳୟ ପରିଦର୍ଶନ, ଦାସିଆ ଅଜାଙ୍କ ସମାଧି ପୀଠରେ ଭକ୍ତି ପୂତ ଶ୍ରଦ୍ଧାଞ୍ଜଳି ଏବଂ ଓଡ଼ିଆ ସାହିତ୍ୟ ଓ ସଂସ୍କୃତ ର ବିଭିନ୍ନ ଉପାଦେୟ ପୁସ୍ତକ ପତ୍ର ପତ୍ରିକା ପାଠାଗାର କୁ ପ୍ରଦାନ ପାଇଁ ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକଙ୍କ ସହିତ ଆଲୋଚନା।
0 Comments