ଚାଷୀଙ୍କ ହିତସାଧନ ପାଇଁ ଅଣଧାନ ସହ ଉଚ୍ଚ ମୂଲ୍ୟର ଫସଲ ଚାଷକୁ ରାଜ୍ୟ ସରକାର 'ଫସଲ ବିବିଧିକରଣ ଯୋଜନା'ରେ ପ୍ରୋତ୍ସାହନ ଦେଉଛନ୍ତି। ଏହା ଚାଷୀଙ୍କ ସାମାଜିକ-ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ସହ ଓଡ଼ିଶାକୁ ପୁଷ୍ଟି ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆହୁରି ଅଗ୍ରଣୀ କରିବ।

 https://www.pratikhya.in/2022/11/blog-post_207.html

Post a Comment

0 Comments