ନଭେମ୍ବର ୧୧ରୁ ଚାଲିବ ବନ୍ଦେ ଭାରତ ଟ୍ରେନ୍‌

 



*👉🏿 ଏଣିକି ଚେନ୍ନାଇରୁ ମହୀଶୂର କୁ ଲାଗିବ ମାତ୍ର ୭ ଘଣ୍ଟା ର ସମୟ l*


*👉🏿ଚେନ୍ନାଇରୁ ବାଙ୍ଗାଲୋର ଦେଇ ମହୀଶୂର ଯାତ୍ରା କରିବ ଏହି ଅର୍ଦ୍ଧ-ଦ୍ରୁତଗାମୀ ଟେନ୍।*


*👉🏿 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କର୍ଣ୍ଣାଟକ ଗସ୍ତ ଅବସରରେ ନଭେମ୍ବର ୧୧ରେ ପତାକା ହଲାଇ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ।*

Post a Comment

0 Comments