ମାଳପଡା ଛକ ଠାରେ ବାଇକ ଦୁର୍ଘଟଣା




ମାଳପଡା ଛକ ନିକଟରେ ବାଇକ ଦୁର୍ଘଟଣା ଚିକିତ୍ସାଧୀନ ଅବସ୍ଥା ରେ ଚାଳକ ମୃତ୍ୟୁ ମିଳିଥିବା ସୂଚନା ଅନୁସାରେ କଣ୍ଟାମାଳ ଥାନା ନାରାୟଣ ପ୍ରସାଦ ଗ୍ରାମର ବରୁଣ ମୁଖୀ ଗତ କାଳି କଣ୍ଟାମାଳ ଥାନା କୁ ଡିଉଟି କରି ଯିବାପାଇଁ ଏକ ବାଇକ ଯୋଗେ ଘରୁ ଆସୁଥିବା ସମୟରେ ମାଳପଡା ଛକ ନିକଟରେ 1ଘଣ୍ଟା ସମୟରେ ବାଇକ ଦୁର୍ଘଟଣା ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି l ତାଙ୍କୁ କଣ୍ଟାମାଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ସେଠାରେ ପ୍ରାଥମିକ ଚିକିତ୍ସାକରି  ଡାକ୍ତର ବଲାଙ୍ଗୀର ମେଡିକାଲ କୁ ସ୍ଥାନସ୍ତର କରେଇଥିଲେ l ସେଠାରେ ତାଙ୍କଅବସ୍ତା ସଂକଟାପ୍ନ ହେବାରୁ ବୁର୍ଲାସ୍ଥାନାସ୍ତର ସମୟରେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡୁଛି ସେ l କଣ୍ଟାମାଳ ଥାନାରେ ଗ୍ରାମରଖି ଭାବରେ କାର୍ଯ୍ୟକରୁଥିବା ଜଣାପଡୁଛି I

Post a Comment

0 Comments