୨୦୨୨-୨୩ ଶିକ୍ଷାବର୍ଷ ଲାଗି +୨ରେ ୧ ଲକ୍ଷରୁ ବଳକା ସିଟ ଲାଗିରାଜ୍ୟରେ ଆଜିଠାରୁ ହେବ ନାମଲେଖା ।

 


*🚦୨୦୨୨-୨୩ ଶିକ୍ଷାବର୍ଷ ଲାଗି +୨ରେ ୧ ଲକ୍ଷରୁ ବଳକା ସିଟ ଲାଗିରାଜ୍ୟରେ ଆଜିଠାରୁ ହେବ ନାମଲେଖା ।*


*👉🏿 ୨୦୬୬ଟି ଜୁନିୟର କଲେଜ ରହିଛି। ସିଟ୍ ଖାଲି ପଡ଼ିଥିବାରୁ ପୁଣିଥରେ ନାମଲେଖା ପାଇଁ ନିଷ୍ପତ୍ତି ନିଆଯାଇଛି।*


*👉🏿ଆଜି ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଫର୍ମ ଉପଲବ୍ଧ ହେବ।*


*👉🏿 ଅନଲାଇନରେ ଆବେଦନର ଶେଷ ତାରିଖ ନଭେମ୍ବର ୧୫ ଧାର୍ଯ୍ୟ ହୋଇଛି।*


*👉🏿 ୧୮ରେ ମେଧା ତାଲିକା ପ୍ରକାଶ ପାଇବ।*

Post a Comment

0 Comments