https://twitter.com/CMO_Odisha/status/1597803654140301313?s=20&t=gxgfYWgktMXNO5BsBhjqfw
ଉଦ୍ୟାନ କୃଷି କ୍ଷେତ୍ରରେ ଆଧୁନିକୀକରଣ ସହ ଚାଷୀଙ୍କ ସୁବିଧା ପାଇଁ ରାଜ୍ୟରେ ‘ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନା’ କାର୍ଯ୍ୟକାରୀ ହେଉଛି। ଚାଷୀଙ୍କ କଲ୍ୟାଣ ପାଇଁ ରାଜ୍ୟ କ୍ୟାବିନେଟ ପକ୍ଷରୁ ଏହି ଯୋଜନାରେ ₹୨୯୪.୧୦ କୋଟିର ଖର୍ଚ୍ଚ ଅଟକଳ ଅନୁମୋଦିତ ହୋଇଛି।
0 Comments