ବନ ବିଭାଗକୁ ବଡ଼ ସଫଳତା,ଗାଡିସାହିତ ୪ ଟି ସାଳଗଣ୍ଡି ଜବତ ।

 

ନୂଆଗଡ ଜିଲ୍ଲା ନୂଆଗାଁ ମହୀପୁର ବନଖଣ୍ଡ ଅଧିନସ୍ଥ ରଗଡିମଡ଼ା ସଂରକ୍ଷିତ  ଜଂଗଲ ମଧ୍ୟରୁରୁ ଆଜି ଭୋର ୩ ତା ସମୟରେ ବନବିଭାଗ ଦ୍ୱାରା ଏକ ମହିନ୍ଦ୍ରା ପିକପ ଗାଡି ସହିତ ୪ ଟି ସାଳଗଣ୍ଡି ଜବତ କରାଯାଇଛି । ଘଟଣା ସୂତ୍ରରୁ ଜଣ ପଡେକି ।ବନବିଭାଗ କୌଣସି ସୂତ୍ରରୁ ଖବର ପାଇଁ ରାତି ୩ ଘଟିକା ସମୟ ରେ   ରଗଡିମଡ଼ା ଜଙ୍ଗଲ ମଧ୍ୟରୁ ଏକ ମହିନ୍ଦ୍ରା


ପିକପ ଗାଡି ସହିତ 4ଟି ଶାଳ ଲଗ ଜବତ କରିଥିଲା ଯାହାର ମୂଲ୍ୟ 50ହଜାରୁ ଉର୍ଦ୍ଧ ହେବ. ଘଟଣା ସ୍ଥଳରେ ପବିତ୍ର ପରିଡା, ଫରେଷ୍ଟଗଡ଼, ଯୋଗେନ୍ଦ୍ର ସ୍ୱାଇଁ ଫରେଷ୍ଟ ଗାର୍ଡ, ଶ୍ରାବଣ ବଳିୟାରସିଂହ, ଚାରିଜଣ ବନରଖି, ରାକେଶ କୁମାର ସାହୁ ଫରେଷ୍ଟର ମହୀତମା ଏବଂ ବନରଖି ଏକ ଟ୍ରିତ ଭାବରେ ଚଢ଼ୁକରିଥିଲେ. ଲାଇଟ ଦେଖି ସେଠାରୁ ଗାଡିଛଡି ସମସ୍ତ କାଠ ଚୋର ଘଟଣା ସ୍ଥଳରୁ ଚାଲିଯାଇଥିଲେ. ମହୀପୁର ରେଞ୍ଜର ଏ ଘଟଣାକୁ ଗତଦନ୍ତ କରାଚାଲିଛି.ମାତାଦେଇଛନ୍ତି.

Post a Comment

0 Comments