ରାୟଗଡ଼ା ସହର ସ୍ତିତ କପିଳାସ ରୋଡ ନିକଟରେ ଥିବା ନଟରାଜ ହାର୍ଡୱେର ଓ ଶ୍ରୀ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩କୋଟି ରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି।

 


ରାୟଗଡ଼ା ସହର ସ୍ତିତ କପିଳାସ ରୋଡ ନିକଟରେ ଥିବା ନଟରାଜ ହାର୍ଡୱେର ଓ ଶ୍ରୀ ପରମଜ୍ୟୋତି ମେଡିକାଲ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩କୋଟି ରୁ ଉର୍ଦ୍ଧ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଦୋକାନରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ରାୟଗଡ଼ା ଓ କୋଲନରା ର ଅଗ୍ନିଶମ ବିଭାଗର ଦୁଇଗୋଟି ଦଳ ଦୀର୍ଘ ୪ଘଣ୍ଟା ଧରି ନିଆଁଲିଭାଇବା ପାଇଁ ଉଦ୍ୟମ କରିଥିଲେ।



ମଧ୍ୟରାତ୍ରୀରେ ସମୟ ପ୍ରାୟ ରାତି ୧୨ଟା ସମୟ ରେ ନିଆଁଲଗିଥିଲା। ପ୍ଲାଷ୍ଟିକ ଓ ରସାୟନ ସାମଗ୍ରୀ ଥିବା ଯୋଗୁଁ ନିଆଁ କୁ ଆୟତ କରିବା କଷ୍ଟକର ହୋଇଛି।ଏହା ରାୟଗଡ଼ା ସହରର ମୂଖ୍ୟ ବଜାର ହୋଇଥିବା ଯୋଗୁଁ ନିଆଁ ଅନ୍ୟତ୍ର ବ୍ୟାପିବା ନେଇ ବ୍ୟବସାୟୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି

।                      

Post a Comment

0 Comments