ନୂଆଗାଁ ପଞ୍ଚାୟତ ଖାଲମଡା ନିକଟରେ ଘଟିଛି ଦୃଘଟଣା. ଏହି ଦୃଘଟଣାରେ ଖାଲମଡା ଗ୍ରାମର ପୂର୍ଣଚନ୍ଦ୍ର ନାୟକ ଗୁରୁତର.ଘଟଣା ସୂତ୍ରରୁ ଜଣାପଡେ ଆଜି ଅପରାହ୍ନ ସମୟରେ ବାଇକ ନେଇ ଯାଉଥିବା ବେଳେ ଭାରସାମ ହରାଇ ଦୃଘଟଣା ହୋଇଥିଲା. ନୂଆଗାଁ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ପୂର୍ଣ୍ଣ ଚନ୍ଦ୍ର ନୟାକଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା.
0 Comments