ନୟାଗଡ ଚାଇଲଡ ଲାଇନ 1098 ଖବର ଆସିବା ପରେ ଏକ ନବଜାତ ବାଳିକା ଉଦ୍ଧାର କରା ଯାଇଥିଲା.
କୌଣସି ଏକ ବ୍ୟକ୍ତି ଆଜି ସକାଳ ସମୟ ରେ ମହୀପୁର ଅଂଚଳରୁ ଏକ ବିଲ ଭିତରୁ ଉଦ୍ଧାର କରି ସେ ନିଜ ପାଖରେ ରଖି ମହୀପୁର ମେଡିକାଲ କୁ ଆଣିଥିଲା ପିଲା ଟିର ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ନୟାଗଡ ନିଆ ଯାଇଥିଲା ଓ ନୟାଗଡ ରୁ ଭୁବନେଶ୍ୱର କୁ ନିଆ ଯାଇଛି.
ପିଲାକୁ ଉଦ୍ଧାର କରି ଜ଼ିଲ୍ଲା ମେଡିକାଲ ରେ ଆଡ଼ମିସନ କରିବା ସହିତ ଜ଼ିଲ୍ଲା ଶିଶୁ ମଙ୍ଗଳ ରେ ହାଜର କରା ଯାଇଥିଲା
0 Comments