ବ୍ଲକ ସ୍ତରୀୟ ମିଶନ ଶକ୍ତି ର ଋଣମେଳା ଟିକାବାଲି



କନ୍ଧମାଳ ଜିଲ୍ଲା 29/9/2022 ଟିକାବାଲି ବ୍ଲକ ର SHG ମା ମାନଙ୍କୁ ନିଜର ଆର୍ଥୀକ ବିକାଶ କରିବା ନିମନ୍ତେ ଟିକାବାଲି ବ୍ଲକ ଅଧୀନରେ ଥିବା ସମସ୍ତ SHG ମା ମାନଙ୍କୁ ନେଇ ଋଣ ମେଳା ର ଆୟୋଜକ ଟିକାବାଲି ଜୀବିକା ମିଶନ ଶକ୍ତି ଓଡିଶା ସରକାର,,, ଏହି ମେଳା ର ଉଦେଶ୍ୟ ପ୍ରତ୍ୟକ ମା ମାନଙ୍କ ଛଟ ଛଟ ବ୍ୟବସାୟ, ଶିଳ୍ପାୟାନ,କ୍ଷେତ୍ରରେ ସାମୁହିକ ଆର୍ଥୀକ ବିକାଶ ଓ ନିଜେ ନିଜର ରୋଜଗାର କ୍ଷମ ହେବାସହ ନିଜେ ଜଣେ ସମାଜ ଆଗଧାଡିର ପ୍ରତିଷ୍ଠିତ ମହିଳା ଭାବରେ ଉଠିବ,,,,ନିଜର ପରିବାରକୁ ଅଭାବ ଅନାଟନ ରୁ ମୁକ୍ତି ମିଳିବ,,,,ସେ ଉଦେଶ୍ୟରେ ଓଡିଶା ସରକା ର ଙ୍କର ଦ୍ୱାରା ଆଜି 123 SHG ମା ମାନଙ୍କୁ ଋଣ ପ୍ରଧାନ କରା ଗଲା,,, ଏବଂ ଏହି ଋଣ ନେଇ ସଠିକ ସମୟରେ ଋଣ ପରିଷଦ କରିବେ,ଏବଂ ଅଧିକ ଲାଭ ବାନ ହେବେ,,,, ଓଡିଶା ସରକାରଙ୍କର ଅଧିକରୁ ଅଧିକ କେମିତି ଲାଭବାନ ହେବେ ସେ ବିଷୟରେ UGB ବ୍ୟାଙ୍କ ଅଧିକାରୀ ସମସ୍ତଙ୍କୁ ବୁଝାଇ କହିଥିବା ଦେଖିବାକୁ ମିଳିଥିଲା,


ଏହି ଋଣ ମେଳା ରେ ଟିକାବାଲି ବ୍ଲକ ଅଧକ୍ଷ ଶ୍ରୀ ଦିଲୀପ କୁମାର କହ୍ନର ମୁଖ୍ୟ ଅଥିତି ଭାବରର ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀ ମତୀ ନମିତା କହ୍ନର ସନମାନ ଅଥିତି ଭାବରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି, ସ୍ଥାନୀୟ BDO, ମହାଶୟ ଶ୍ରୀ ମନୋଜ କୁମାର ପାଢ଼ୀ,ମିଶନ ଶକ୍ତି ଅଧିକାରୀ, ଶାନ୍ତୋଷ ରଥ,ଭାଗିରଥି ପୃଷ୍ଟି,ଏବଂ ବ୍ଲକ ର କର୍ମଚାରୀ, ସହ ଶକ୍ତି ର କର୍ମଚାରୀ, ଯୋଗ ଦେଇଥିବା ଦେଖିବାକୁ ମିଳିଛି,, ବହୁ ଶାନ୍ତି ଶୃଙ୍ଖଳା ସହିତ ମେଳା ଆୟୋଜନ ହଇ ଅତି ଶୃଙ୍କାଳା ର ସହିତ ସମାପ୍ତ ହୋଇଥିବା କାରଣରୁ ସମସ୍ତ ଅଧିକାରୀ ମାନଙ୍କୁ ମିଶନ ଶକ୍ତି ଦୁରା ଧନ୍ୟବଦ ଅର୍ପଣ କରାଯାଇଥିଲା,,। ରାଇକିଆ ରୁ ଜଗଦୀଶ ଦାଶ,,

Post a Comment

0 Comments