ଆଜି ଫୁଲବାଣୀ ଜିଲ୍ଲା ର ଖଜୁରିପଡା ବ୍ଳକ ଅନ୍ତର୍ଗତ ଗୁଦାରୀ ପଞ୍ଚାୟତ ର ଗୁଦାରୀ ନୁଆ ସାହି ଗାଁ ରେ ଶ୍ରୀମା ପ୍ରଡୁସର ଗୃପ ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ଓରମାସ ର କର୍ମକର୍ତ୍ତା ବିକ୍ରମ ସାର୍ ମୂଖ୍ୟ ବକ୍ତା ସୂନିଲ ପଟ୍ଟନାୟକ ମାଷ୍ଟର ଟେର୍ନର ଗାନ୍ଧୀ ସାହୁ ମାଷ୍ଟର ଟେର୍ନର ବସନ୍ତ କୁମାର ପ୍ରଧାନ ଓ ଓରମାସ ର ସଭାନେତ୍ରୀ ଓ ସମ୍ପାଦିକା ଓ ଉଦିୟୋଗମିତ୍ର ଯୋଗ ଦେଇଥିଲେ ବକ୍ତା ମାନେ ମା ମାନେ କିପରି ଭାବେ ନିଜ ନିଜର ଉନ୍ନତି ସହ ପିଜି ର ଉନ୍ନତି ପାଇଁ ଚେଷ୍ଟା କଲେ ସଫଳତା ର ପାଦ ଦେଶରେ ଉପନୀତ ହେବେ
0 Comments