ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତନ୍ମୟ ରଞ୍ଜନ ପାତ୍ର,ଦାସିଆ ଅଜାଙ୍କ ବିଷୟରେ ପ୍ରକାଶ କଲେ ନିଜସ୍ୱ ଅନୁଭୂତି.

 ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଦାସିଆ ଅଜାଙ୍କ ସମ୍ପର୍କେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନବାଗତ ଉତିର୍ଣ୍ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତନ୍ମୟ ରଞ୍ଜନ ପାତ୍ର,


ନୟାଗଡ (ଦାସିଆ ଅଜାଙ୍କ ସାଧନା ପୀଠରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ଅବସରରେ ନିଜର ଅନୁଭୂତି ଆଭିମୁଖ୍ୟକୁ ଭାବବିହଳିତ ହୋଇ ପ୍ରକାଶ କଲେ. ପୁସ୍ତକ ଅଧୟନ ର ଅନୁଭୂତି ବାସ୍ତବ ଅନୁଭୂତିକୁ ପକାଶ କରିଛନ୍ତି ତନ୍ମୟ ରଞ୍ଜନ ପାତ୍ର.

Post a Comment

0 Comments