କ୍କଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସଂପଡ଼ା କ୍ଲଷ୍ଟର -୨୦୨୨


 କ୍କଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସଂପଡ଼ା କ୍ଲଷ୍ଟର -୨୦୨୨ ମହାସମାରୋହରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଂପଡ଼ାଠାରେ ଅନୁଷ୍ଠିତ ହୋଇଛି| ଉକ୍ତ ଅବସରରେ  ନୂଆଗାଁ ବ୍ଳକ୍ ସଭାଧ୍ଯକ୍ଷା ଶ୍ରୀମତୀ ଲକ୍ଷ୍ମି ପ୍ରିୟା ବେହେରା ,  ଶ୍ରୀଯୁକ୍ତ ଦାଶରଥି ପ୍ରଧାନ (ସମାଜସେବୀ) ଶ୍ରୀଯୁକ୍ତ ବିଭୁତି ଭୁଷଣ ସାହୁ (ସରପଞ୍ଚ ପାରା ଢ଼ିପି ଗ୍ରା. ପ) ଶ୍ରୀଯୁକ୍ତ ଶଙ୍କର୍ଷଣ ବେହେରା , ଶ୍ରୀମତୀ ଜ୍ୟୋସ୍ନା ରାଣୀ ସେଠୀ (ସାଧନ କେନ୍ଦ୍ର ସଂଯୋଜକ ନୂଆଗାଁ ଶିକ୍ଷା କାର୍ଯ୍ୟାଳୟ) ଶ୍ରୀଯୁକ୍ତ ଭୀମସେନ ସାହୁ (ପ୍ରଧାନ ଶିକ୍ଷକ ଚିନ୍ତାମଣି ବିଦ୍ୟାପୀଠ ସଂପଡ଼ା) ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ସାହୁ, ପୂର୍ବତନ ସିଆରସିସି,ଶ୍ରୀଯୁକ୍ତ ମଦନ ମଦନ ମୋହନ ପ୍ରଧାନ ପୂର୍ବତନ ସିଆରସିସି ଏବଂ ନରେନ୍ଦ୍ର କୁମାର ବେହେରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଯୋଗ ଦେଇଥିଲେ |ସମସ୍ତଙ୍କୁ ପୁରସ୍କୃତ କରାଯାଇଥିଲା ସର୍ବଶେଷରେ ପ୍ରଧାନ ଶିକ୍ଷକ ଫୁଲୋଚନ କହଁର ଧନ୍ୟବାଦ ଅର୍ପଣ କରିଥିଲେ |


Post a Comment

0 Comments