ନୂଆଗାଁ ଉଚ୍ଚବିଦ୍ୟାଳୟର IT ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଦଶପଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ

 


ନୂଆଗାଁ ଉଚ୍ଚବିଦ୍ୟାଳୟର IT ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଦଶପଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ପରିଦର୍ଶନ.IT ଶିକ୍ଷକ ଅଜୟ କୁମାର ବେହେରାଙ୍କ ତତ୍ୱାବଧାନରେ ନବମ, ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଆଜି ଦଶପଲ୍ଲା ଚନ୍ଦ୍ରଶେଖର ITC ତାଲିମ ଶିଳ୍ପ କେନ୍ଦ୍ର ପରିଦର୍ଶନରେ ଯାଇଥିଲେ. ସେଠି ଡିଟିପି କାର୍ଯ କ୍ରମ କିପରି କରାଯାଏ ସେ ସମ୍ବନ୍ଧୀୟ ପ୍ରଶିକ୍ଷଣ ଦିଆ ଯାଇଥିଲା.

Post a Comment

0 Comments