
କନ୍ଧମାଳ ଜ଼ିଲ୍ଲା ଟିକାବାଲି ବ୍ଲକ ଭୋଇ ସାହି ଗ୍ରାମର ସ୍ବର୍ଗତ ବରୁଣ ଭୋଇ ଆଜି ଶେଷ ନିଶ୍ୱାସ ତ୍ୟାଗ କଲେ l ତାଙ୍କ ଦେହାନ୍ତ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି l ଏହି ପରି ମହାନ ବ୍ୟକ୍ତି ଙ୍କୁ ଆଜି ଟିକାବାଲି ର ବ୍ୟକ୍ତି ମାନେ ହରେଇଦେଇଛି ନ୍ତି। ଟିକାବାଲି ସମେତ କନ୍ଧମାଳ ଜ଼ିଲ୍ଲା ରେ ରାଜନୀତି କ୍ଷେତ୍ରରେ ସରଗରମ ସୃଷ୍ଟି କରିବାରେ ଏବଂ ରାଜନୀତି ବିଷୟରେ ଜନସାଧାରଣ ଙ୍କୁ ଅବଗତ କରିବାରେ ପ୍ରମୁଖ ଭୂମିକା ଥିଲା ବରୁଣ ଭୋଇ ଙ୍କର l ଲୋକଙ୍କର ଯେ କ୍ୟୋଣସି ସମସ୍ୟା ସମାଧାନ ନେଇ ସର୍ବଦା ତତ୍ପର ଥିବା ଭୋଇ ଏକ ମହାନ ବ୍ୟକ୍ତି ନିଁଚିତ l ଦୀର୍ଘ ଶଯ୍ୟାଶାୟୀ ପରେ ଆଜି ତାଙ୍କର ଶେଷ ନିଶ୍ୱାସ ଟିକାବାଲି ଅଞ୍ଚଳ କୁ ସ୍ତବ୍ଧ କରିଦେଇଛି l ତାଙ୍କ ଦେହାନ୍ତ କୁ ସନମାନ ପୂର୍ବକ ଆଜି ଟିକାବାଲି ବଜାର ବନ୍ଦ ହୋଇଛି l ତାଙ୍କ ପରି ମହାନ ବ୍ୟକ୍ତି ଭୁପୃଷ୍ଟ ରେ ଜନ୍ମ ଅତ୍ୟନ୍ତ ଏପରିହାର୍ଯ୍ୟ ଯାହା କି ସାଧାରଣରେ ଚର୍ଚ୍ଚା। ରାଇକିଆ r
ରୁ ଜଗଦୀଶ ଦାଶ
0 Comments