ମହୀତମା ରେ ଆମ ଆଦିମ ପାର୍ଟି ର ବୈଠକ

 


ନୂଆଗାଁ ବ୍ଲକ କୋରଡା ପଞ୍ଚାୟତ ମହୀତମା ଗ୍ରାମ ରେ ଆମ ଆଦିମ ପାର୍ଟି ର ବୈଠକ ଅନୁଷ୍ଠିତ ହୋଇଯାଇଛି! ଏଥିରେ ବିଜୁଳି, ସ୍ୱାସ୍ଥ୍ୟ,ଶିକ୍ଷା ଏବଂ ରୋଜଗାର କୁ ନେଇ ବିଭିନ୍ନ ଗୁରୁତ୍ୱପୂର୍ଣ ସବିଶେଷ ଯୋଜନା ବିଷୟରେ ଆଲୋକପାତ କରାଯାଇଛି! ଉକ୍ତ ସଭା ରେ 50ରୁ ଉର୍ଦ୍ଧ ଲୋକ ଯୋଗ ଦେଇଥିଲେ! ଏହି ସଭା ରେ ଆମ ଆଦିମ ପାର୍ଟି ର ନୟାଗଡ଼ ଜିଲ୍ଲା ସଭାପତି ମାନସ ରଞ୍ଜନ ପଣ୍ଡା ଙ୍କ ସହ ଗ୍ରାମ ବାସି ମିଶି ବିଭିନ୍ନ ନାରା ଦେଇଥିଲେ !

Post a Comment

0 Comments