ବେଙ୍ଗାଳୁରୁରେ ପହଁଚିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

 



ଆସନ୍ତାକାଲି ନିବେଶକାରୀଙ୍କ ସହ କରିବେ ଆଲୋଚନା.
ଓଡିଶାରେ ପୁଞ୍ଜିନିବେଶ ପାଇଁ ଥିବା ଅନୁକୁଳ ବାତାବରଣ ବାବଦରେ କରାଇବେ ଅବଗତ.

ନଭେମ୍ବର ୩୦ରୁ ହେବାକୁ ଥିବା ମେକ୍ ଇନ୍ ଓଡିଶା ସମ୍ମିଳନୀରେ ସାମିଲ ହେବାକୁ ଦେବେ ଆହ୍ୱାନ!.

Post a Comment

0 Comments