ବିଜୁଜନତା ଦଳ ର ରାଜ୍ୟ ମହିଳା ଉପସଭାପତି ଭାବରେ ପୁଣି ମନୋନୀତ ସୋଇଛନ୍ତି

 


କନ୍ଧମାଳ ଜିଲ୍ଲା ମହିଳା ବିଜୁ ଜନତା ଦଳର ‌ଉପ ସଭାପତି ହେଲେ ଅନିମା କହଁର ସେ ପୁର୍ବରୁ ମଧ୍ୟ ‌ମହିଳା ଉପସଭାପତି ଥିଲେ, ସେ ଜଣେ ଦକ୍ଷ ସଂଗଠକ ଭାବରେ ନିଜର ‌ ପାରଦର୍ଶିତା  ର ପ୍ରମାଣ ଦେଇସାରିଛନ୍ତି ସେ ବର୍ତମାନ ‌ଖଜୁରୀପଡା ବ୍ଳକ ର ଚେୟାରମାନ  ଅଛନ୍ତିସେ ପୁଣି ଥରେ ବିଜୁ ଜନତା ଦଳର ଉପସଭାପତି ଭାବରେ ନିଯୁକ୍ତି ହୋଇଥିବାରୁ   ସବୁ ଆଡେ ଖୁସି ର ଲହରୀ ଖେଳିଯାଇଛି.ଅଶୋକ କୁମାର ପ୍ରଧାନ ଙ୍କ ରିପୋର୍ଟ.

Post a Comment

0 Comments