ଚାରି ବର୍ଷର ନର୍ସରୀ ଛୁଆଁ ମିୟୁଜିକି ଚେୟାରରେ ପ୍ରଥମ



 କନ୍ଧମାଳ ଜ଼ିଲ୍ଲା ଟିକାବାଲି ଜହନ ସେଟି ଇଂଲିଶ ମିଡିୟମ ସ୍କୁଲ ପ୍ରିନସିପାଲ ଶ୍ରୀ ରଂଜିତ କୁମାର ଦିଗାଲ ଙ୍କ ତ୍ୱତବଧାନରେ ଅନୁଷ୍ଠିତ ହୋଇଯାଇଛି ଗୁରୁ ଦିବସ l ଇତି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିର୍ଣ୍ଣ ପ୍ରତିଯୋଗିତା ମଧ୍ୟରୁ ନର୍ସରୀ ରେ ଅଧୟନ କରୁଥିବା ଚାରି ବର୍ଷର ଛୁଆଁ କୁମାର ସୂର୍ଯ୍ୟଭାନୁ ଡିଗାଲ ମ୍ୟୁଜକ ଚେୟାର ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦୀପଙ୍କର ଦାସ କ୍ଲାସ 1, ବିଦ୍ୟାଧର ମଲ୍ଲିକ କ୍ଲାସ 3, ଦେବାଶିଶି ମାହାନ୍ତି କ୍ଲାସ ୟୁ କେ ଜି, ଓମ ପ୍ରକାଶ ମାହାନ୍ତି କ୍ଲାସ 2, ରୁପାଲୀ ପାତ୍ର କ୍ଲାସ 4,ଏହି ପରି ମ୍ୟୁଜିକ ଚେୟାର ରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିବା ସମସ୍ତ ଛୁଆଁ ଙ୍କ ସମେତ l ଟି ଆସମାନ ପାତ୍ର ଡ୍ରଇଂଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଏହି ପରି ସମସ୍ତ ଛୁଆଁ ଙ୍କୁ ସେ ସେ ଡି ସ୍କୁଲ ର ଶିକ୍ଷକ ଶ୍ରୀ ରମେଶ ଚନ୍ଦ୍ର ପ୍ରଧାନ ପୁରସ୍କାର ବିତରଣ କରିଥିଲେ ଏବଂ ଖେଳ ପ୍ରତି ଆଗ୍ରହ ହେବାକୁ ଉଚ୍ଚାହିତ କରିଥିଲେ । ରାଇକିଆ ରୁ ଜଗଦୀଶ ଦାଶ

Post a Comment

0 Comments