ଫୁଲବାଣୀ ର ଆଇଟିଡିଏ ସମ୍ମିଳନୀ କକ୍ଷରେ କୁଇ ସମାଜ ସମନ୍ବୟ କମିଟି


 ଲବାଣୀ ର ଆଇଟିଡିଏ ସମ୍ମିଳନୀ କକ୍ଷରେ କୁଇ ସମାଜ ସମନ୍ବୟ କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୂଖ୍ୟ ଅତିଥି ଭାବେ ‌ ମାନ୍ୟବର ବିଧାୟକ ଶ୍ରୀ ଅଗ୍ଦଦ କହଁର ଯୋଗ ଦେଇଥିଲେ ଅନ୍ୟତମ ଅତିଥି ମାନେ ମଧ୍ୟ ଯୋଗ ଦେଇଥିଲେ
ବକ୍ତା ମାନେ ନିଜ ‌ନିଜର ବକ୍ତବ୍ୟ ଛଳରେ ଜିଲ୍ଲା ର ସାମଗ୍ରୀକ ଉନ୍ନତି ହୋଇ ପାରିବ ସେ ଉପରେ ‌ଆଲୋକ ପାତ କରିଥିଲେ କୁଇ ସମାଜ ର  ସେହି ପୂରାତନ ‌ଦାବୀ ଗୁଡିକ ପୁଣି ଥରେ ବକ୍ତା ମାନେ ଦୋହରାଇ ଥିଲେ ଏବଂ ଏହି ସବୁ ଯଥା ଶୀଘ୍ର ପୂରଣ ହେବା ଆବଶ୍ୟକ ବୋଲି ‌ ଆଶା କରିଥିଲେ ଫୁଲବାଣୀ ରୂ ଅଶୋକ ପ୍ରଧାନ ଅତିଥି.

Post a Comment

0 Comments