କନ୍ଧମାଳ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଓ ସି ଆର ଇଉ ତରଫରୁ ଫୁଲବାଣୀ ଆଇ ଟି ଏ ,ଡି ଏ ସମ୍ମିଳନୀ କକ୍ଷରେ maigrant awareness and, information network କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏଥିରେ ଓସିଆଇ ର ମୁଖ୍ୟ ଫାଦର ବାଳ୍ସିୟସ ଏକ୍କା କାର୍ଯ୍ୟ କ୍ରମ ର ଲକ୍ଷ୍ୟ ଓ ସାଧନ ସମ୍ପର୍କରେ ବିଷଦ ଭାବେ ସୁଚନା ଦେଇଥିଲେ ଏବଂ କୋରନା ସମୟରେ ଲୋକମାନେ କିପରି ଭାବରେ ବାହାର ରାଜ୍ୟରେ କିପରି ଭାବେ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ସେ ବିଷୟରେ ଅବଗତ କରିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଶୁଭଦର୍ଶୀନୀ ନାୟକ ଏହି ସବୁ ଆଇନ ଗତ ସମସ୍ୟା ଓ ତାହାର ନିରାକରଣ ଏବଂ ସଚେତନତା ଉପରେ ଗୁରୁତ୍ଵ ଦେଇଥିଲେ .

ତଥା ଲୋକ ମାନେ ବାହାର କୁ ଗଲେ ବି କିପରି ଭାବେ ସରକାର ଙ୍କ ପାଖରେ ପଞ୍ଜିକରଣ କରାଯାଇ ପାରିବ ସେ ଉପରେ ଗୁରୁତ୍ଵ ଦେଇଥିଲେ ବରିଷ୍ଠ ସାମ୍ବାଦିକ ଅରୂପ କୁମାର ଜେନା ମାନବ ଚାଲାଣରେ କିପରି ଦଲାଲ୍ ମାନଙ୍କ ଭୂମିକା ସେ ବିଷୟରେ ଅବଗତ କରାଇଥିଲେ ଏବଂ ସରକାରୀ ସ୍ତରରେ ଏ ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଓ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଲେ ସୁଫଳ ମିଳି ପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ ବରିଷ୍ଠ ଆଇନଜୀବି ବିଜୟ ପଟ୍ଟନାୟକ ଆଇନ ଗତ ସମସ୍ୟା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସହାୟତା କିପରି ଭାବେ ଲୋକ ମାନେ ପାଇ ପାରିବେ ସେ ବିଷୟରେ ଲୋକମାନଙ୍କୁ ବୁଝାଇଥିଲେ ସାମ୍ବାଦିକ ସଂଘ ର ସଭାପତି ନିଜର ମତାମତ ଉପସ୍ଥାପନ କରିଥିଲେ ଓ ସାମ୍ବାଦିକ ସଂଘ ତରୂ ସବୁ ପ୍ରକାର ସହଯୋଗ କରିବା ନିମନ୍ତେ ପ୍ରତି ଶୂତି ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ Swati ର ସମ୍ପାଦକ ହରି ଶଙ୍କର ରାଉତ ମାନୀ ର ଅଶୋକ ପରିଡ଼ା ଶାନ୍ତି ମୈତ୍ରୀ ର ଭଗବାନ ଜେନା ହାଇହୋପ ର ଲିଙ୍ଗ ରାଜ ପ୍ରଧାନ ସାଲୁନ୍କୀ ର ଅଶୋକ ପ୍ରଧାନ ଓ ସୁବଳ ରଣା ଅନ୍ୟ ସବୁ କର୍ମ କର୍ତ୍ତା ଯୋଗ ଦେଇଥିଲେ ଓସିଆଇ ର ମୂଦୁଲୀ ସାର୍ ସଭା ଟିକୁ ପରିଚାଳନା କରିଥିଲେ ଶେଷରେ ସଞୂକ୍ତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଫୁଲବାଣୀ ରୂ ଅଶୋକ ପ୍ରଧାନ
0 Comments