କନ୍ଧମାଳ ଜିଲ୍ଲା ବିଶ୍ଵହିନ୍ଦୁ ପରିଷଦର ସାଧାରଣ ବୈଠକ ଅଦ୍ୟ


 ଅନୁଷ୍ଠିତ ହୋଇ ଯାଇଛି ଉକ୍ତ ବୈଠକରେ ଓଡ଼ିଶାର ପୂର୍ବପ୍ରାନ୍ତ  ବିଶ୍ଵହିନ୍ଦୁ ପରିଷଦର ସାଧାରଣ ସମ୍ପାଦକ ମାନନୀୟ ମହେଶ ଭାଇ ,ସଙ୍ଗଠନ ମନ୍ତ୍ରୀ ମାନନୀୟ ଶରତ ଭାଇ ,ସହ ସାଧାରଣ ସମ୍ପାଦକ ମାନନୀୟ ପ୍ରିୟ ଭାଇ ଏବଂ ବଜରଙ୍ଗ ଦଳ ଓଡ଼ିଶା ପୂର୍ବ ପ୍ରାନ୍ତର ବିଦ୍ୟାର୍ଥୀ ପ୍ରମୁଖ ମାନନୀୟ ପ୍ରଭାତ ଭାଇ ଉପସ୍ଥିତ ଥିଲେ। ରାଇକିଆ ରୁ ଜଗଦୀଶ ଦାଶ

Post a Comment

0 Comments