ମହାକାଶରେ_ମହାପରୀକ୍ଷଣ
-
ପୃଥିବୀକୁ ଆସନ୍ନ ବିପଦରୁ ରକ୍ଷା ପାଇଁ NASAର ମହାପରୀକ୍ଷଣ
-ମହାକାଶରେ ମହାପରୀକ୍ଷଣ ନେଇ ପ୍ରସ୍ତୁତି ଶେଷ କଲା NASA
-ମହାପରୀକ୍ଷଣ ପାଇଁ ନାସା ପକ୍ଷରୁ ପ୍ରଥମ ଡାର୍ଟ ମିଶନ ଜରିଆରେ ପରୀକ୍ଷଣ
-ଯଦି କେବେ ପୃଥିବୀରେ ଗ୍ରହାଣୁପୁଞ୍ଜ ମାଡ଼ ହୁଏ ସୁରକ୍ଷା ପାଇଁ ପରୀକ୍ଷଣ
-କ୍ଷତି ପହଞ୍ଚାଇବା ପୂର୍ବରୁ ମହାକାଶରେ ଗ୍ରହାଣୁପୁଞ୍ଜର ଦିଗ ଅନ୍ୟତ୍ର ବଦଳିଯିବ
-ଗ୍ରହାଣୁପୁଞ୍ଜକୁ ଧକ୍କା ଦେଇ ଦିଗ ବଦଳାଇବ DART ସ୍ପେଶ ଏୟାରକ୍ରାଫ୍ଟ
-ଆଜି ଭାରତୀୟ ସମୟ ରାତି ୩ ଟା ୧୫ରେ ହେବ ପରୀକ୍ଷଣ
0 Comments