ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ ବଟନ୍ ଓ ଟ୍ରାକିଂ ଡିଭାଇସ୍, ଗାଡ଼ିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ୍ ଟ୍ରାକିଂ ଡିଭାଇସ୍,ପାନିକ୍ ବଟନ୍ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଦେବ, ଡିସେମ୍ବର ୩୧, ୨୦୨୨ ପୂର୍ବରୁ ଖର୍ଦ୍ଦି ଗାଡ଼ି ପାଇଁ ଡେଡଲାଇନ, ୨୦୨୩ ମାର୍ଚ୍ଚ ୩୧, ମଧ୍ୟରେ ଡିଭାଇସ୍ ଲଗାଇବାକୁ ବାଧ୍ୟ.
0 Comments