ବର୍ଷା ରେ ଭାଙ୍ଗିଲା ଘର ହେଲେ ପ୍ରସାଶନ ର ଦେଖା ନାହିଁ




କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ  ଗଞୁଗୁଡା ଗ୍ରାମ ପଞ୍ଚାୟତ ର ପକନା ଗାଁ ର ବରପଦା ସାହିର ରବିନ୍ଦ୍ର ଦିଗାଲ ଙ୍କ ଘର ଅବସ୍ଥା କହିଲେ ନ ସରେ କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଲାଗିରହିଥିବାରୁ ଆଜି ରବିନ୍ଦ୍ର ଙ୍କ ଘର ଭାଙ୍ଗି ଯାଇଛି କିନ୍ତୁ କାହାର କିଛି ହେଇନାହିଁ ହେଲେ ଆମ କନ୍ଧମାଳ ଜିଲ୍ଲା ପ୍ରଶାସନ ର ନିଦ ଭାଙ୍ଗିନାହିଁ ଏ ପର୍ଯ୍ୟନ୍ତ ଆର ଆଇ, କି ତହସିଲଦାର  ,ଓ ସରପଞ୍ଚ ରବିନ୍ଦ୍ର ଙ୍କ ପାଖରେ ପହଞ୍ଚି ନାହିଁ ବଡ ଦୁଃଖ ର ବିଷୟ ଯେ ପ୍ରଶାସନ ତରଫରୁ ଏ ପର୍ଯ୍ୟନ୍ତ କୌଣସି ସୁବିଧା ପହଞ୍ଚି ପାରି ନାହିଁ ରବିନ୍ଦ୍ର ଘରକୁ ଏବେ ଅସୁବିଧାର ରେ ଅଛନ୍ତି ସରକାର ଙ୍କ ବନ୍ୟା ବାତ୍ୟା ପାଇଁ ଜରୁରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଥିଲେ ବି ଏଠି କୌଣସି କାର୍ଯ୍ୟାକୁ ନାହିଁ


Post a Comment

0 Comments