ନୟାଗଡ଼ ଜିଲ୍ଲା ସୋରଡ଼ା ନିକଟରେ ଘଟିଛି ମାର୍ମତୁଦ ସଡ଼କ ଦୃଘଟଣା ଜଣେ ଗୁରୁତର. ଆଜି ସୋରଡ଼ା ନିକଟରେ ଏକ ନାଲି କଲର ପଲସର ଗାଡିକୁ ଏକ ଅଜଣା ଗାଡି ଧକା ଦେଇ ଚାଲିଯାଇଛି.ଘଟଣା ସ୍ଥଳରେ ବାଇକ ଆରୋହୀ ଗୁରୁତର ହୋଇ ଅଗ୍ନିଶମ ବାହିନୀ ଙ୍କ ଦ୍ୱାରା ନୟାଗଡ଼ ମୁଖ୍ୟ ଡାକ୍ତର ଖାନାକୁ ନିଆ ଯାଇଛି.ଗୁରୁତର ହୋଇଥିବା ଗାଡି ଚାଳକ ହେଲେ ମଧ୍ୟଖଣ୍ଡ ନିକଟସ୍ଥ ତାଳେରା ଗ୍ରାମର ବିଭୂପ୍ରସାଦ ବେହେରା.
0 Comments