କଂଗ୍ରେସ ଦଳ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ*

 



ଆଠଗଡ,୨୨/୦୮- କଂଗ୍ରେସ ଦଳ ପକ୍ଷରୁ ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଉମାବଲ୍ଲଭ ରଥ ଙ୍କ ନେତୃତ୍ୱରେ ସୋମବାର ତିଗିରିଆ ବ୍ଲକ ରେ ହୋଇଥିବା ବନ୍ୟା ଓ କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ଚୁଡ଼ା, ଚିନି ଓ ବିସ୍କୁଟ ବଣ୍ଟନ କରିଥିଲେ। 

ଗଦାଧରପୁର ଓ ହାଟମାଳ ପଂଚାୟତ ର କଣ୍ଠିପୁର, ହରିଶରଣ ପୁର, ବିଷ୍ଣୁପୁର ଗ୍ରାମକୁ ପୂର୍ବତନ ବିଧାୟକ ରଥଙ୍କ ସହ କଂଗ୍ରେସ ନେତା ମେହେବୁବ୍ ଅହମଦ ଖାଁ,


 ନୂଆପାଟଣା ସରପଞ୍ଚ ସୋମନାଥ ଦାସ, ବିନ୍ଧାଣିମା ସରପଞ୍ଚ ମାନସ ଜେନା,ନିରଞ୍ଜନ ସାମଲ, ବଗଲା ସାମଲ, ଦିଲ୍ଲୀପ ପ୍ରଧାନ, ବିଜୟ ରାଉତ, ସୁଶାନ୍ତ ସ୍ୱାଇଁ,ଓ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା ପ୍ରମୁଖ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କ ଆଲୋଚନା କରିଥିଲେ। ଆଠଗଡରୁ ମହେଶ ଚନ୍ଦ୍ର ଦାସ।

Post a Comment

0 Comments