ଲଗାଣ ବର୍ଷାରେ ଭୁସୁଡ଼ିଲା ପୋଲ * ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମ୍ଭାବନା

 


ଖୋର୍ଦ୍ଧା - ବଲାଙ୍ଗୀର  ୫୭ ନଂ ଜାତୀୟ ରାଜପଥ ର ଦଶପଲ୍ଲା ଠାରୁ ବାଣୀଗୋଛା ମଧ୍ୟସ୍ଥ ,ଶାଳଭଂଗା ନିକଟରେ ଲଗାଣ ବର୍ଷାଯୋଗୁ ଏକ ପୋଲ ର ପ୍ରୟ ୪୦ ଭାଗ ଭାଂଗି ଯାଇଛି । ଯଦି ଏଭଳି  ବର୍ଷା ଲାଗି ରହେ , ତେବେ ଆଜି ରାତି ସୁଦ୍ଧା ରାସ୍ତା ର ୯୦% ଭୁସୁଡ଼ିବା ର ସମ୍ଭାବନା ରହିଛି  । ଯଦି ଏହାର ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ ଜାତୀୟ ରାଜପଥ ରେ ଯାଉଥିବା ଯାନ ବାହାନ ଦୁର୍ଘଟଣାଗ୍ରସ୍ତ ହେବା ସଂଗେ ସଂଗେ, ଧନ ଜୀବନ ହାନି ହେବା ସହିତ ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହେବାର ଯଥେଷ୍ଟ  ସମ୍ଭାବନା ରହିଛି ।

Post a Comment

0 Comments