ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବ ମୁଖର ସାରା ଦେଶ ଭକ୍ତି ଓ ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଜନ୍ମାଷ୍ଟମୀ ପାଳନ କରୁଛନ୍ତି l ଶ୍ରାଦ୍ଧଲୁ ଦୀର୍ଘ ଦୁଇବର୍ଷ କରୋନା କଟକଣା ଯୋଗୁଁ ଲୋକେ କେବେଳ ରୀତିକାନ୍ତି ରେ ପାଳନ କରୁଥବା ବେଳେ ଚଳିତ ବର୍ଷ କଟକଣା କୋହଲ ହେଉଛି ତେଣୁ ସବୁଠୀ ଧୁମଧାମ ରେ ଏହି ପର୍ବ ପାଳନକରୁଛନ୍ତି ଶ୍ରଦ୍ଧାଳୁ ସେହି ପରି କଣ୍ଟାମାଲ ଅଞ୍ଚଳ ର ବିଭିନ୍ନ ସ୍କୁଲ ଓ ବିଭିନ୍ନ ଗ୍ରାମରେ ଭକ୍ତି ଓଡ଼ିଆ ଶ୍ରଦ୍ଧା ଭଗବାନ ଶ୍ରୀକୃଷ୍ଣଙ୍କୁ ଜନ୍ମଜୟନ୍ତୀ ପାଳନ କରାଯାଉଛି l
0 Comments