ଆଜି ଶିବ ଚତୁର୍ଦ୍ଦଶୀ ରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ଙ୍କ ପୀଠ କପିଳାସ ରେ ଅନ୍ଧାର ରେ ମହାଦୀପ ଉଠିଥିଲା,


 ହର ହର ଶମ୍ଭୁ


ଆଜି ଶିବ ଚତୁର୍ଦ୍ଦଶୀ ରେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବାବା ଙ୍କ ପୀଠ କପିଳାସ ରେ ଅନ୍ଧାର ରେ ମହାଦୀପ ଉଠିଥିଲା,

ମନ୍ଦୀର ରେ ପୂଜାର୍ଚ୍ଚନା ଚାଲିଥିବା ସମୟରେ କରେଣ୍ଟ କଟି ଯାଇଥିଲା, ସେଇ ସମୟରେ ଜେନେରେଟର ଅପରେଟ୍ ର ଜେନେରେଟର ଷ୍ଟାର୍ଟ କରିବାକୁ ଯାଇଥିଲେ, କିନ୍ତୁ ଜେନେରେଟର ଷ୍ଟାର୍ଟ ହେଇ ନଥିଲା.


 ଅପରେଟର ଙ୍କ କହିବା କଥା ଜେନେରେଟର ପାଇଁ ତେଲ (ଡିଜେଲ)ନଥିଲା ତେଣୁ ଜେନେରେଟର ଷ୍ଟାର୍ଟ ହେଇ ନଥିଲା

ତେଣୁ ଆଜି ଏତେ ବଡ ଚତୁର୍ଦ୍ଦଶୀ ରେ ଚନ୍ଦ୍ର ଶେଖର ବାବା ଙ୍କ ମହାଦୀପ ଅନ୍ଧାର ରେ ଉଠିଥିଲା .

ପୁରା କପିଳାସ ୨ଘଣ୍ଟା ଧରି ଅନ୍ଧାର ଥିଲା .

  ବଡ ଦୁଃଖର ବିଷୟ ଯେଉଁ ମହାପ୍ରଭୁ ନିଜେ ସାରା ଦୁନିଆ କୁ ଅନ୍ଧାର ରୁ ମୁକ୍ତ କରୁଛନ୍ତି, ତାଙ୍କ ପିଠସ୍ଥଳି ରେ ସାମାନ୍ୟ କିଛି Diesel ପାଇଁ ଅନ୍ଧାର ହେଇ ଯାଇଛି ,

ଧନ୍ୟ ତୁମେ ପ୍ରଶାସନ ଆଉ ଧନ୍ୟ ଦେବତ୍ତର ବିଭାଗ

ଢେଙ୍କାନାଳରୁ ଶ୍ରୀଧରପାତ୍ରଙ୍କ ରିପୋର୍ଟ

Post a Comment

0 Comments