ଦଶପଲ୍ଲା ବ୍ଲକ୍ , ବାଣୀଗୋଛା ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗତ ୧୬ ତାରିଖ ରାତିରୁ ଜାମୁସାହିସ୍ଥିତ ଦୁଡୁକିପାଜୁ ଅଞ୍ଚଳରୁ ଏକ ୧୫ ବର୍ଷିୟ ନାବାଳିକାଙ୍କୁ ଅପହରଣ କରି ନିଆଯାଇଥିବା ପରିବାର ପକ୍ଷରୁ ବାଣୀଗୋଛା ଥାନାରେ ଅଭିଯୋଗ ହେବା ଥାନା ଅଧିକାରୀ ସଂଜୟ କୁମାର ମଲିକ ,କନ୍ଧମାଳ ପୋଲିସ ସହାୟତାରେ ,କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ସୁବର୍ଣ୍ଣଗୀରି ଅଂଚଳରୁ ନା ବାଳିକା କୁ ଉଦ୍ଧାର କରି ,ନା ବାଳିକାଙ୍କ ବୟସ ରେକର୍ଡ ପାଇଁ, ଦଶପଲ୍ଲା କୋର୍ଟ କୁ ନେଇଥିବା ଜଣାପଡିଛି ।
0 Comments