ମାଈଛେଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିନ୍ତାମଣି ବିଦ୍ୟାପୀଠ ସଁପଡ଼ା ପରିସରରେ ବିଜୁ ଜନତା ଦଳ ର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ବୃକ୍ଷ

 


ନୂଆଗାଁ ବ୍ଲକ୍, ମାଈଛେଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିନ୍ତାମଣି ବିଦ୍ୟାପୀଠ ସଁପଡ଼ା ପରିସରରେ ବିଜୁ ଜନତା ଦଳ ର ୨୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜୁ ଯୁବ, ଛାତ୍ର ଜନତା ଦଳ ତରଫରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗଦେଲେ ମାନ୍ୟବର ବିଧାୟକ ଦଶପଲ୍ଲା ତଥା ବିଜେଡି ଜିଲ୍ଲା ସଭାପତି ନୟାଗଡ଼ ଶ୍ରୀ ରମେଶ ଚନ୍ଦ୍ର ବେହେରା ମହୋଦୟ. ସେହିପରି ନୂଆଗାଁ ପଞ୍ଚାୟତସମିତିର ଅଧକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହରା ମାଇଛେଳି ପଞ୍ଚାୟତ ସରପଞ୍ଚ, ସମିତି ଅଂଚଳର ବୁଦ୍ଧିଜୀବୀ ମାନେ ଉଆପଥିତ ଥିଲେ 

Post a Comment

0 Comments