ବିପଦ ସଙ୍କେତ ଟପିଲା ଵୈତରଣୀ.କଣ୍ଟିଘାଇ ଦେଇ ବାନ୍ୟଜଳ ପ୍ରବାହିତ

 


ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା। ସେପଟେ କେନ୍ଦୁଝର ଜିଲ୍ଲା ତଥା ଉପରେ ମୁଣ୍ଡରେ ବର୍ଷା ଲାଗି ରହିଥିବା ରୁ ବୈତରଣୀରେ ବଡ଼ିବାର ଲାଗିଛି ବନ୍ୟା ଜଳ. ବିପଦ ସଂକେତ 17.83 ଥିଲାବେଳେ ଏବେ 18.62 ରେ ପ୍ରବାହିତ ହେଉଛି ବନ୍ୟା ଜଳ. ଯାହାଫଳରେ କଣ୍ଟି ଘାଇ ବୁଡି ବାନ୍ୟା ଜଳ  ପ୍ରଭାହିତ ହେବାରେ ଲାଗିଛି. ଏହାର ପ୍ରଭାବରେ ଭଣ୍ଡାରିପୋଖରୀ ବ୍ଲକ ର ମାଳଦା, ରହଣିଆ, ଷୋଳମପୁର, କୋରିଗା, ନପଙ୍ଗ ପଞାୟତ ଅଞ୍ଚଳ ର  ବିଭିନ୍ନ ଗଁଆକୁ ପଶିଲାଣି ବନ୍ୟା  ଜଳ   ଯାହାଫଳରେ ପ୍ରଭାବିତ ହେବେ 5ପଞ୍ଚାୟତ ବାସୀ ଓ ଗୃହ ପାଳିତ ପଶୁ. ସବୁଠାରୁ ବଡ଼ ଦୁଃଖର କଥା ଚାଷ ଜମିରେ ବନ୍ୟା ଜଳ ମା ଡ଼ିବାରେ ଲାଗିଛି ଯାହା କୁ ନେଇ ଚିନ୍ତା ରେ ଚାଷୀ ନଷ୍ଟ ହୋଇଯିବ ତଳି ଓ ରୁଆ ହେକ୍ଟର ହେକ୍ଟର ଯାଇଥିବା ଚାଷ ଜମି. ଯାହା ସୂଚନା ଅଛି ବୈତରଣୀ ନଦୀ ଆଖୁଆପଦା ଠାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି.।

Post a Comment

0 Comments