ଆକର୍ଷଣ ର କେନ୍ଦ୍ର ବିନ୍ଦୁ ପାଲଟିଛି ଡ଼ିମିରିଝରି ର ଗଣେଶ ପୂଜା

 


ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ର ବଡ଼ଗୋଠ ପଞ୍ଚଯାତ ର ଡ଼ିମିରିଝରି ଗ୍ରାମ ରେ ଚଳିତ ବର୍ଷ ଗଣେଶ ପୂଜା ବେଶ ଯାକ ଯମକରେ ପାଳନ ହଉଚି ଚଳିତ ବର୍ଷ ଏହି ପୂଜା କମିଟି କୁ 35ବର୍ଷ ପୁରୁଥିବା ଅବସରରେ ଗ୍ରାମ ବାସି ବେଶ ଯାକ ଯମକରେ ଗଣେଶ ପୂଜା ପାଳନ କରିବେ ପ୍ରତି ବର୍ଷ ଏହି କମିଟି ତରଫରୁ ଗରିବ ଅସହାୟ ଲୋକ ଙ୍କୁ ଖାଦ୍ୟସାମଗ୍ରୀ , ବସ୍ତ୍ର, ଓ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଏ ଚଳିତ ବର୍ଷ ଏହା ଗ୍ରାମ ର ଯୁବକ ମାନଙ୍କୁ ନେଇ ଗଠିତ ହୋଇଥିବା ମା ଚକ୍ରବାଉଟି କ୍ଲବ ର ସଦସ୍ୟ ଙ୍କୁ ନେଇ ବର୍ଷ ତମାମ ଗରିବ ଅସହାୟ ଲୋକ ଙ୍କୁ ସହଯୋଗ କରିବା ସହ ଛୋଟ ପିଲା ଙ୍କୁ ବ୍ୟାଗ, ବହି, ଖାତା କଲମ ଇତ୍ୟାଦି ପ୍ରଦାନ କରୁଛନ୍ତି ବିଭିନ୍ନ ପ୍ରତିଯୋଗିତା କରି ନିଜ ଅଂଚଳ ର କୁନି କ୍ରୀଡ଼ାବିତ ଙ୍କୁ ଉତ୍ସାହ ପ୍ରଦାନ ନିମନ୍ତେ ମଧ୍ୟ୍ୟ ଚେଷ୍ଟା କରୁଛନ୍ତି ଏହି କ୍ଲବ ର ସଦସ୍ୟ ଗଣ ଏବଂ ଏହି ବର୍ଷ ଗଣେଶ ପୂଜା ରେ ଅର୍ଣ୍ଣ ଛତ୍ର, କୁନି କଳା କରଙ୍କୁ ନେଇ ସଂକୃତିକ କାର୍ଯ୍ୟକ୍ରମ ଏବଂ ପୌରାଣିକ ନାଟକ ଇତ୍ୟାଦି ହେବା ନେଇ ସୂଚନା ଦେଇଛନ୍ତି ଏହି କ୍ଲବ ର ସଦସ୍ୟ ମାନେ ଏହିସବୁ କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ନେତୃତ୍ୱ ଏବଂ ସଚେତନ ଯୁବକ ମାନଙ୍କ ମଧ୍ୟରେ ଡ଼ିମିରିଝରି ଗ୍ରାମ ର ଯୁବକ ମାନଙ୍କ ନାମ ଆସୁଥିବାରୁ ଡ଼ିମିରିଝରି ଗ୍ରାମ ବାସି ମାନେ ବହୁତ ଖୁସି ହେଉଥିବାର ଜଣା ପଡୁଛି.

Post a Comment

0 Comments